https://kanaknews.com/breakingnews/%e0%ac%aa%e0%ac%be%e0%ac%b0%e0%ac%be%e0%ac%9a%e0%ad%8d%e0%ad%9f%e0%ad%81%e0%ac%9f%e0%ad%8d-%e0%ac%b0%e0%ad%87%e0%ac%9c%e0%ac%bf%e0%ac%ae%e0%ad%87%e0%ac%82%e0%ac%9f%e0%ac%b0%e0%ad%87-%e0%ac%aa%e0%ad%8d/
ପାରାଚ୍ୟୁଟ୍ ରେଜିମେଂଟରେ ପ୍ରଶିକ୍ଷଣ ପାଇଁ ଧୋନୀଙ୍କ ଆବେଦକୁ ମଞ୍ଜୁର କଲେ ସେନାମୁଖ୍ୟ ବିପିନ ରାୱତ: ଦୁଇ ମାସ ପାଇଁ ଟ୍ରେନିଂ ନେବେ ଧୋନୀ, ଟେରିଟୋରିଆଲ ଆର୍ମି ସହ କରିବେ ଅଭ୍ୟାସ, କିନ୍ତୁ ହେବେ ନାହିଁ ଅପରେସନରେ ସାମିଲ୍ ।